Download Now Banner

This browser does not support the video element.

ଅନୁଗୋଳ: କଣିହାଁ ଥାନା ଅଞ୍ଚଳରେ ମା କୁ ସାବତ ପୁଅର ଆକ୍ରମଣ, ଥାନାରେ ଅଭିଯୋଗ ଜଣେ ଗିରଫ ସୂଚନା

Anugul, Angul | Sep 13, 2025
ମା'କୁ ସାବତ ପୁଅର ଆକ୍ରମଣ, ଥାନାରେ ଅଭିଯୋଗ ଜଣେ ଗିରଫ ସୂଚନା। ସୂଚନା ମୁତାବକ କଣିହାଁ ଥାନା ଅଞ୍ଚଳରେ ମା କୁ ସାବତ ପୁଅର ଆକ୍ରମଣ, ଥାନାରେ ଅଭିଯୋଗ ଜଣେ ଗିରଫ ସୂଚନା। ସୂଚନା ମୁତାବକ ଗତକାଲି କଣିହାଁ ଥାନା ଅଞ୍ଚଳରେ ମାମି ନାଏକ୍ ଙ୍କ ସାବତ ପୁଅ ଘରୋଇ ହିଁସାକୁ ନେଇ ମରଣାତ୍ମକ ଆକ୍ରମଣ କରିଥିଲେ,ତେବେ ଏ ନେଇ ସେ କଣିହାଁ ଥାନାରେ ଦ୍ୱାରସ୍ତ୍ ହେବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିଲା। ଏ ନେଇ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us