This browser does not support the video element.
କୋରେଇ: ଲଗାଣ ବର୍ଷାରେ ଯୋଡାବର ଗାଁର ଆଦିବାସୀ ଓ ଦେହୁରୀସାହିରେ ବ୍ୟାପକ କ୍ଷତି,କ୍ଷତିପୂରଣ ପ୍ରଦାନ ଦାବିରେ ପୌର କାର୍ଯ୍ୟାଳୟ ଘେରିଲେ ବସ୍ତିବାସିନ୍ଦା
Korai, Jajpur | Sep 8, 2025
ଲଗାଣ ବର୍ଷାରେ ଯୋଡାବର ଗାଁର ଆଦିବାସୀ ଓ ଦେହୁରୀସାହିରେ ବ୍ୟାପକ କ୍ଷତି,କ୍ଷତିପୂରଣ ପ୍ରଦାନ ଦାବିରେ ପୌର କାର୍ଯ୍ୟାଳୟ ଘେରିଲେ ବସ୍ତିବାସିନ୍ଦା l ଗତ କିଛିଦିନ ହେବ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲା l ଏହି ବର୍ଷା ଫଳରେ ବ୍ୟାସନଗର ପୌର ପରିଷଦର ଯୋଡ଼ାବର ଗାଁର ଆଦିବାସୀ ଓ ଦେହୁରୀ ସାହିରେ ଅନେକ କ୍ଷକ୍ଷତି ହେଇଛି l ମାତ୍ର ପୌର ପରିଷଦ ପକ୍ଷରୁ ଏହି ଅଞ୍ଚଳକୁ ଗସ୍ତ କଲେ ନା କୌଣସି ସରକାରୀ ସହାୟତା ପ୍ରଦାନ କଲେ l ଏହାର ପ୍ରତିବାଦ ରେ ଆଜି ଅନେକ ସାହିବାସିନ୍ଦା ପୌର କାର୍ଯ୍ୟାଳୟରେ ପହଂଚି କ୍ଷତିପୂରଣ ପ୍ରଦାନ ଦାବିରେ କାର୍ଯ୍ୟାଳୟ ଭିତରେ ଅନେକ ସମୟ ଧରି ଧାରଣା ଦେଇଥିଲେ l