Download Now Banner

This browser does not support the video element.

ବୌଦ୍ଧ ସଦର: ବେଲପଦର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

Baudh Sadar, Boudh (Bauda) | Sep 10, 2025
ବୁଧବାର ଦିନ ହରଭଙ୍ଗା ଥାନା ବେଲପଦର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ବୃଦ୍ଧଙ୍କୁ ବୌଦ୍ଧ ଡ଼ାକ୍ତର ଖାନାରେ ମୃତ ଘୋଷଣା କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବେଲ ପଦର ଗ୍ରାମର ପୂର୍ଣ୍ଣଚନ୍ଦ୍ର କର୍ଣ୍ଣ ଆଜି ନିଜ ଘରେ ଲାଗିଥିବା ବିଦ୍ୟୁତ ଚାଳିତ ପାଣି ପମ୍ପ ଲଗାଇବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ l ପରିବାର ଲୋକେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ସହାୟତାରେ ବୌଦ୍ଧ ଡାକ୍ତର ଖାନାକୁ ଆଣିଥିଲେ ଓ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ |
Read More News
T & CPrivacy PolicyContact Us