This browser does not support the video element.
ନୟାଗଡ: ଗଣିଆ ଠାରେ କଂଗ୍ରେସ୍ ର ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
Nayagarh, Nayagarh | Sep 8, 2025
ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ଅପରାହ୍ନ ଦୁଇଟା ସମୟରେ ଗଣିଆ ଠାରେ କଂଗ୍ରେସ୍ ର ସଙ୍ଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ କଂଗେସ ନେତା ଉପସ୍ଥିତ ରହିଥିଲେ। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ।