Install App
mishrasanuj
This browser does not support the video element.
ବଲାଙ୍ଗୀର: ଯୋଗେଶ୍ୱର ଶୈବପୀଠରୁ ପୁରାତନ ମୂର୍ତ୍ତି ଚୋରୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ଯିବି ତଥା ବିଜେଡ଼ି ବରିଷ୍ଠ ସଦସ୍ୟ ପାଣ୍ଡବ କୁମ୍ଭାର
Balangir, Balangir | Sep 6, 2025
ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗିସର୍ଡ ସ୍ଥିତ ପ୍ରାଚୀନ ଯୋଗେଶ୍ୱର ଶୈବପୀଠରୁ ଗୁରୁବାର ରାତିରେ ଚୋରୀ ଘଟିଛି । ଚୋରମାନେ ମନ୍ଦିରର ତାଲା ଭାଙ୍ଗି ପୁରାତନ ପିତ୍ତଳ ନାଗ ମୂର୍ତ୍ତି ସହିତ ଅନେକ ଦୁର୍ମୂଲ୍ୟ ମୂର୍ତ୍ତି ନେଇଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଚାଲିଛି । ବିଜେଡ଼ି ନେତା ଓ ବରିଷ୍ଠ ଆଇନଜୀବି ପାଣ୍ଡବ କୁମ୍ଭାର ଏହାକୁ ଦୁଃଖଦ ଘଟଣା ବୋଲି ପ୍ରତିକ୍ରିୟା ରଖିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!