Install App
belpahar_update
This browser does not support the video element.
ଓରିଏଣ୍ଟ: ଲଖନପୁର ଖଣିକ୍ଷେତ୍ରରେ ହାଇୱା ଧକ୍କାରେ ସଂଜୀବ ପଧାନ ଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ୭୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୁରଣ
Orient, Jharsuguda | Sep 8, 2025
ଲଖନପୁର ଖଣିକ୍ଷେତ୍ରରେ ହାଇୱା ଧକ୍କାରେ ସଂଜୀବ ପଧାନ ଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ୭୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୁରଣ ପ୍ରଧାନ ନେଇ ଏମସିଏଲ ପକ୍ଷରୁ ପ୍ରତିଶୃତି ଦିଆଯାଇଛି l ମୃତକ ଙ୍କ ପରିବାର କୁ କ୍ଷତିପୁରଣ ପ୍ରଦାନ ନେଇ ଲଖନପୁର ଖଣିକ୍ଷେତ୍ର ଜିଏମ କାର୍ଯ୍ୟାଳୟ ରେ ସୋମବାର ଅପରହ୍ନ ୧ ଟା ରୁ ୩ ଟା ୩୦ ଯାଏଁ ଏକ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ ହୋଇଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!