Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆ ପଲ୍ଲୀ ଗ୍ରାମରେ ସାପ କାମୁଡା ରେ ଜଣେ ମହିଳା ମୃତ୍ୟ, ଥାନାରେ ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ.

Kabisuryanagar, Ganjam | Sep 2, 2025
ଗତକାଲି ବିଷଧର ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମହିଳା ଜଣଙ୍କ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଆମ୍ବପୁଆ ପଞ୍ଚାୟତର ବଳିଆ ପଲ୍ଲୀ ଗ୍ରାମର କୁମୁଦ ବିଶ୍ବାଳଙ୍କ ଧର୍ମ ପତ୍ନୀ ରମା ବିଶ୍ବାଳ ବୋଲି ଜଣାପଡ଼ିଛି। କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆଜି ଗ୍ରାମର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି.
Read More News
T & CPrivacy PolicyContact Us