Download Now Banner

This browser does not support the video element.

ଭଟଲି: ଭଟଲୀ ବସ୍ତିରେ ଆଜି ମାଁ ଦୁର୍ଗାଙ୍କ ମସାଦଶମୀ ପୁଜା ମହାସମାରୋହରେ ଅନୁଷ୍ଠିତ, ବରୁଆ ଦୁର୍ଗାଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ କଲେ ।

Bhatli, Bargarh (Baragarh) | Oct 2, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ବସ୍ତିରେ ଆଜି ମହାଦଶମୀ ଅବସରରେ ମାଁ ଜଗଜ୍ଜନନୀ ଦୁର୍ଗାଙ୍କ ପୁଜାର୍ଚ୍ଚନା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଆଜି 8 PM ରୁ 9:30 PM ଯାଏ ମାଁ ଦୁର୍ଗାଙ୍କ ବେଶରେ " ବରୁଆ " ଦେହରେ ପ୍ରବେଶ କରି ଘର ଘର ଯାଇ ଭକ୍ତଙ୍କୁ ଦର୍ଶନ ଦେଲେ ।
Read More News
T & CPrivacy PolicyContact Us