Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ଡ଼ିଏନ ରିସର୍ଟ ଠାରେ ବୁସାନିଆ ପରିବାର ତରଫରୁ ଭଗବତ କଥା ଜ୍ଞାନଯଜ୍ଞ।ଶେଷ ସନ୍ଧ୍ୟାରେ ଯୋଗଦେଲେ ଧର୍ମଗଡ ଓ ଟିଟିଲାଗଡ଼ ବିଧାୟକ

Titlagarh, Balangir | Aug 30, 2025
ଟିଟିଲାଗଡ଼ ସହରର ଡି ଏନ ରୀସର୍ଟ ଠାରେ ସାତ ଦିନ ବ୍ୟାପି ଭଗବତ କଥା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କଥାମୃତ ପରିବେଷଣ କରିବାକୁ ଶ୍ରିଧାମ ବୃନ୍ଦାବନରୁ ଶ୍ରୀ ସଞ୍ଜୀବ କୃଷ୍ଣ ଠାକୁରଜି ଆସି ଅଗଷ୍ଟ ୨୪ ତାରିଖରୁ ଶନିବାର ଆଜି ୩୦ ତାରିଖ ଯାଏଁ ପ୍ରତିଦିନ ବିଭିନ୍ନ କଥା ବସ୍ତୁ ଉପରେ ପ୍ରବଚନ ସହ ବାଦ୍ୟ ମଣ୍ଡଳୀଙ୍କ ସହ ଭଜନ ପରିବେଷଣ କରିଥିଲେ। ପ୍ରତ୍ୟେକଦିନ ଅପରାହ୍ନ ୩ ଟା ରୁ ରାତି ଆଠଟା ଯାଏଁ ଏହି କାର୍ଯ୍ୟକ୍ରମ ହେଉଥିଲା। ବୁସାନିଆ ପରିବାରର ଗୁରୁ ଶ୍ରୀ ବାବା ପୁରଣ ନାଥ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ନରେଶ ଅଗ୍ରୱାଲ,ରାଜେଶ ଅଗ୍ରୱାଲ,ରମେଶ ଅଗ୍ରୱାଲ
Read More News
T & CPrivacy PolicyContact Us