Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସହର ରେ ବର୍ଷା ରେ ଭିଜି ଭିଜି ସମର୍ଥକ ଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Bhadrak Rural, Bhadrak | Aug 22, 2025
ଭଦ୍ରକ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ସମ୍ବର୍ଦ୍ଧନା,ଓଡ଼ିଶା ପ୍ରଦେଶ ର ବିଜେପି ର ରାଜ୍ୟ ସଭାପତି ଭାବେ ମନୋନୀତ ହେବା ପରେ ଭଦ୍ରକ ଜିଲ୍ଲା ରେ ଉଚ୍ଚ୍ଚସିତ ସମ୍ବର୍ଦ୍ଧନା ଦିଆଯାଇଛି, ଆଜି ଦିନ 1 ଟାରେଭଦ୍ରକ ସହର ର ସର୍କିଟ ହାଉସ୍ ଠାରୁ ସମର୍ଥକ ମାନେ ବିରାଟ ପଟୁଆର ରେ ସହର ପରିକ୍ରମା କରିଚନ୍ତି,ପ୍ରବଳ ବର୍ଷା ସତ୍ତ୍ବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ , ଭଦ୍ରକ ବିଧାୟକ ସିତାନ୍ସୁ ଶେଖର ମହାପାତ୍ର ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଶୋଭାଯାତ୍ରା ରେ ସାମିଲ ହୋଇଛନ୍ତି
Read More News
T & CPrivacy PolicyContact Us