This browser does not support the video element.
ଭୁବନ: ରଗଡ଼ି ଛକ ରେ ସ୍କୁଟି ସହ ଦେଶୀ ମଦ ଜବତ କଲେ ଅବକାରୀ କର୍ମଚାରୀ
Bhuban, Dhenkanal | Mar 13, 2024
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରଗଡ଼ି ଛକ ରେ ଚାନ୍ଦା ର ଗ୍ରାମ ର ଲକ୍ଷ୍ମୀଧର ସାହୁ ଙ୍କୁ ସ୍କୁଟି ସହ ଦେଶୀ ମଦ ୪୦ଲିଟର ଜବତ କଲେ ଅବକାରୀ ଅଧକାରୀ ସୌରଭ ମିଶ୍ର । ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଏହି ଧରପଗଡ କରାଯାଇଛି