Download Now Banner

This browser does not support the video element.

ସୋନପୁର: ନାବାଳକକୁ ପୁରୀରୁ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ ନିଜ ସମ୍ବିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଏସପିଙ୍କ ସୂଚନା।

Sonapur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ସହରରୁ ଅପହରଣ ହୋଇଥିବା ନାବାଳକକୁ ପୁରୀରୁ ସୁରକ୍ଷିତ ଭାବେ ଉଦ୍ଧାର କଲା ସୋନପୁର ପୋଲିସ । ପୋଲିସକୁ ଧନ୍ୟବାଦ୍ ଦେଲେ ପରିବାର ଲୋକ ।ନିଜ ସମ୍ବିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଏସପିଙ୍କ ସୂଚନା।ହେଲେ ଅପହରଣ କାରୀଙ୍କୁ ଧରି ପାରିଲାନି ପୋଲିସ । ଗତ ୭ ତାରିଖରେ ପଟାଭାଡି ଛକ ନିକଟରେ ମଞ୍ଚୁରିଅନ ଖାଇବାକୁ ଯାଇଥିବା ଶ୍ରଦ୍ଧାକର ଦାସଙ୍କ ୯ ବର୍ଷର ନାବାଳକକୁ ଅପହରଣ କରି ନେଇଯାଇଥିଲେ । ପରେ ହ୍ୱାଟସଏପ୍ ଜରିଆରେ କଲ କରି ୨୦ ଲକ୍ଷ ଟଙ୍କା ମାଗିଥିଲେ ନାବାଳକଙ୍କ ବାପାଙ୍କୁ । ନଚେତ୍ ପୁଅକୁ ଜୀବନରୁ ମାରି ଦେବାକୁ ଦେଇଥିଲେ ଧମକ ।
Read More News
T & CPrivacy PolicyContact Us