Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୁଆଲାପଡ଼ା ଠାରେ ଏକ ଟାଟା ଏସ ଗାଡ଼ିରେ ଯାଉଥିବା ବେଳେ କରେଣ୍ଟ ଲାଗି ଜଣେ ଡ୍ରାଇଭର ଙ୍କ ମୃତ୍ୟୁ

Orient, Jharsuguda | Aug 25, 2025
ବିଦ୍ୟୁତ ଆଘାତରେ ଜଣେ ଡ୍ରାଇଭର ଙ୍କ ମୃତ୍ୟୁl ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୁଆଲାପଡ଼ା ଠାରେ ଏକ ଟାଟା ଏସ ଗାଡ଼ିରେ ଯାଉଥିବା ବେଳେ କରେଣ୍ଟ ଲାଗି ଆଜି ସକାଳ ପ୍ରାୟ ସାଢ଼େ ଏଗାରଟା ସମୟରେ ଜଣେ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି l ମୃତ ଡ୍ରାଇଭର ଜଣକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଲୁଡେଗା ର ଜନ୍ ଖେସ ବୋଲି ଜଣାପଡିଛି l ଜନ୍ ଗାଡି ଯାଉଥିବାବେଳେ ରାସ୍ତା ରେ ପଡିଥିବା ଏକ ଓଦା ବାଉଁଶ କୁ ସାଇଡ କରୁଥିବା ବେଳେ ବାଉଁଶ ଟି ବିଦ୍ୟୁତ ତାର ସ୍ପର୍ଶରେ ଆସିବାରୁ କରେଣ୍ଟ ଲାଗି ଜନ୍ ଗୁରୁତର ଆହତ ହୋଇଥିଲେ l
Read More News
T & CPrivacy PolicyContact Us