Download Now Banner

This browser does not support the video element.

କାମାକ୍ଷାନଗର: ବାଟଗାଁ ଜିପି ଉଚ୍ଚ ବିଦ୍ୟାଳୟରେ ଶନିବାର ୩ଟାରେ ଚାଲ ସ୍କୁଲ ଯିବା ପାଠ ପଢିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Kamakshyanagar, Dhenkanal | Sep 13, 2025
ବାଟଗାଁ ଜିପି ଉଚ୍ଚ ବିଦ୍ୟାଳୟରେ ଶନିବାର ୩ଟାରେ ଚାଲ ସ୍କୁଲ ଯିବା ପାଠ ପଢିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।ଘରେ ରହି ଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଆସିବା ପାଇଁ କରାଯାଇଛି ସଚେତନ ।ଢେଙ୍କାନାଳ ଜିଲା ବାଟଗାଁ ଜିପି ଉଚ୍ଚ ବିଦ୍ୟାଳୟରେ ଶନିବାର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଗାଁ ପରିକ୍ରମା କରି ସଚେତନତା ବାର୍ତା ଦେଇଥିଲେ ଲୋକଙ୍କୁ ।
Read More News
T & CPrivacy PolicyContact Us