Install App
usr04050397
This browser does not support the video element.
କେନ୍ଦୁଝର ସହର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ରେ ଚାରା ବଣ୍ଡନ କାର୍ଯ୍ୟକ୍ରମ ର ଶୁଭାରମ୍ଭ
Kendujhar Town, Kendujhar | Sep 10, 2025
ମା ପାଇଁ ବୃକ୍ଷ ଟିଏ।କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ରେ ଚାରା ବଣ୍ଡନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଅଛି। ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ବାରିକ ଏହାର ଶୁଭାରମ୍ଭକରିଥିଲେ। ଏହି ସମୟରେ ରେଞ୍ଜର ଙ୍କ ସମେତ ସ୍ଥାନୀୟ ବହୁ ଲୋକ ପ୍ରତିନିଧୂ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!