Download Now Banner

This browser does not support the video element.

ଆସିକା: ରାତି ଅଧିଆ ବେଆଇନ ବାଲିଚାଲାଣକୁ ନେଇ ଚଢିଆପଲ୍ଲୀ ଗ୍ରାମ ନିକଟରେ ଉତ୍ତେଜନା, ବାଲିଗାଡିକୁ ସୁରକ୍ଷା ଦେଇ ଛାଡିଲା ପୋଲିସ

Asika, Ganjam | Sep 4, 2025
ଆସିକା ନିକଟ ଋଷିକୂଲ୍ୟା ନଦୀର ମଙ୍ଗଳପୁର ଠାରୁ ସୁବର୍ଣ୍ଣଶ୍ୱର ଘାଟ ଯାଏଁ ବିଭିନ୍ନ ସ୍ଥାନରୁ ଅବାଧରେ ବିନା ୱାଇ ଫର୍ମରେ ମାଫିଆ ମାନେ ରାତି ତମାମ ହାଇୱା ଦ୍ଵାରା ସହ ସହ ବାଲି ଗାଡି ଚୋରା ଚାଲାଣ ହେଉଥିବା ବେଳେ ଫୁଲସର ପଲ୍ଲୀ ଗ୍ରାମର କିଛି ଯୁବକ ଚଢିଆପଲି ନିକଟରେ ଗଣେଶ ଭସାଣି ପାଇଁ ଆସିଥିଲେ l ସେହି ସମୟରେ ଯୁବକ ମାନେ ହାଇୱା ରେ ବେଆଇନ ବାଲି ଚାଲାଣ ହେଉଥିବା ଦେଖି ରାସ୍ତା ଅବରୋଧ କରି ପୋଲିସ କୁ ଖବର ଦେଇଥିଲେ l ଯୁବକ ଙ୍କ ପ୍ରତିବାଦ ଦେଖି ମାଫିଆ ମାନେ ବାଲି ଗାଡି ଗୁଡିକୁ ସେଠାରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଯୁବକଙ୍କୁ ଗାଡି ଦୁର୍ଘଟଣା ଘଟାଇଥିଲା
Read More News
T & CPrivacy PolicyContact Us