Download Now Banner

This browser does not support the video element.

ପାରାଦୀପ: ନୁଆବଜାରରେ ଆଜି ରାତି ୮ଟାରେ ପାରାଦୀପ ବିଜେପି ବିଧାୟକ ପାର୍ଥିଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବାପି ସର୍ଖେଲ।

Paradip, Jagatsinghpur | Apr 18, 2024
ବାପି ସର୍ଖେଲ ଆଜି ନୁଆବଜାରରେ ବିଧାୟକ ସମ୍ବିତ ରାଉତରାୟ ଓ ଏବେକାର ବିଜେଡି ବିଧାୟିକା ପାର୍ଥିନୀ ଗୀତାଞ୍ଜଳି ରାଉତରାୟଙ୍କୁ ଡାକି ସମ୍ବର୍ଦ୍ଧନା ଦେଇଥିଲେ।ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପାରାଦୀପ ବିଜେପି ବିଧାୟକ ପାର୍ଥିଙ୍କୁ ଟାର୍ଗେଟ କରି କହିଥିଲେ।ପତାକା ହଲାଇ ସେ ବେପାର କରୁଛନ୍ତି। ପାରାଦୀପର ବିଭିନ୍ନ ଶିଳ୍ପକାରଖାନାରେ ଶ୍ରମିକ ନିଯୁକ୍ତି ସହିତ ଦରମା ବୃଦ୍ଧି କରିବାକୁ ମଧ୍ୟ କହିଥିଲେ ବାପି ସର୍ଖେଲ।
Read More News
T & CPrivacy PolicyContact Us