Download Now Banner

This browser does not support the video element.

ଧର୍ମଗଡ: କଲମପୁର ବ୍ଲକ ବି.ଜେ.ପି ପକ୍ଷରୁ କଲମପୁର ମୁଖ୍ୟ ବଜାର ଠାରେ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କୁଶ ପୁତଳିକା ଦାହ

Dharamgarh, Kalahandi | Sep 1, 2025
ବିହାରର ଦରଭଙ୍ଗା ଠାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଆଙ୍କ ପ୍ରତି ବ୍ୟବହାର କରିଥିବା ଅପ ଶବ୍ଦ ବିରୋଧ କରି ଦୃଢ ନିନ୍ଦା କରିଛନ୍ତି କଲମପୁର ବ୍ଲକ ବି.ଜେ. ପି ନେତୃମଣ୍ଡଳି । ଏହାସହ ଏହାର ର ପ୍ରତିବାଦରେ ସୋମବାର ସଂଧ୍ୟା ୬ଟା ବେଳେ କଲମପୁର ମୁଖ୍ୟ ବଜାର ଠାରେ ରାହୁଲ ଗାନ୍ଧୀଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।
Read More News
T & CPrivacy PolicyContact Us