Install App
ma.......mjmc
This browser does not support the video element.
ଚାନ୍ଦବାଲି: ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଆରଡ଼ି ବିଜେପି କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Chandabali, Bhadrak | Apr 14, 2024
ଚାନ୍ଦବାଲି ବ୍ଲକ ଆରଡ଼ି ପଂଚାୟତରେ ବିଜେପି କାର୍ଯ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆରଡ଼ି ପୀଠରେ ଯାତ୍ରୀଙ୍କୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ଧାରଣା କରିବା ସହ ରାଜନୌତିକ ରୂପ ନେଇଛି l ଏହି ଘଟଣାକୁ ନେଇ ବିଜେପି ଦଳକୁ ବଦନାମ କରିବା ସହ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରିବା ପ୍ରତିବାଦରେ ସମ୍ପୃକ୍ତ ସେବାୟତଙ୍କୁ ଗିରଫ ଦାବି କରିଛି ବିଜେପି l
Share
Read More News
T & C
Privacy Policy
Contact Us
Your browser does not support JavaScript!