Download Now Banner

This browser does not support the video element.

କାମାକ୍ଷାନଗର: ବିଜେଡିର ନୂତନ ଜିଲା ସଭାପତି ନୃସିଂହ ସାହୁଙ୍କୁ ଡିହଡୋଳ ବାସଭବନରେ ବୁଧବାର ୧ଟାରେ କମାକ୍ଷାନଗର ବିଜେଡି ତରଫରୁ କଲେ ସ୍ୱାଗତ

Kamakshyanagar, Dhenkanal | Sep 10, 2025
ବିଜେଡିର ନୂତନ ଜିଲା ସଭାପତି ନୃସିଂହ ସାହୁଙ୍କୁ ଡିହଡୋଳ ବାସଭବନରେ ବୁଧବାର ୧ଟାରେ କମାକ୍ଷାନଗର ବିଜେଡି ତରଫରୁ କଲେ ସ୍ୱାଗତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜେଡି ତରଫରୁ ଯୁବନେତା ଧର୍ମାନନ୍ଦ ପରିଡାଙ୍କ ନେତୃତ୍ୱରେ ବୁଧବାର ଢେଙ୍କାନାଳ ଜିଲା ନୂତନ ବିଜେଡି ସଭାପତି ନୃସିଂହ ସାହୁଙ୍କୁ ଡିହଡୋଳ ବାସଭବନରେ କଲେ ସ୍ୱାଗତ ।ଏଠାରେ ନିର୍ବାଚନ ମଣ୍ଡଳୀରୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us