This browser does not support the video element.
ପରଜଙ୍ଗ: ଗେଙ୍ଗୁଟିଆ ଗାଁକୁ ରୋଗୀ ଆଣିବାକୁ ଯାଇ ଆମ୍ବୁଲାନ୍ସ ଅଚଳ। ୨ ଘଣ୍ଟା ଧରି ଠେଲା ହେଲା ଆମ୍ବୁଲାନ୍ସ, ମୃତ୍ୟୁ ସହ ସଂଘର୍ଷ କଲେ ୮୦ ବର୍ଷୀୟା ବୃଦ୍ଧ
Parajang, Dhenkanal | Sep 7, 2025
ଗେଙ୍ଗୁଟିଆ ଗାଁକୁ ରୋଗୀ ଆଣିବାକୁ ଯାଇ ଆମ୍ବୁଲାନ୍ସ ଅଚଳ। ୨ ଘଣ୍ଟା ଧରି ଠେଲା ହେଲା ଆମ୍ବୁଲାନ୍ସ, ମୃତ୍ୟୁ ସହ ସଂଘର୍ଷ କଲେ ୮୦ ବର୍ଷୀୟା ବୃଦ୍ଧା। ସରକାରୀ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି କେଉଁଠି ରାସ୍ତାରେ ଖରାପ ହେଉଛି ତ ପୁଣି କେଉଁଠି ଆମ୍ବୁଲାନ୍ସ ଭିତରର ଯନ୍ତ୍ରପାତି ଅଚଳ ହୋଇ ପଡୁଛି ଅଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ଗେଙ୍ଗୁଟିଆ ଗାଁରେ ରୋଗୀ ଆଣିବାକୁ ଯାଇ ଜଳିଗଲା ୧୦୮ ଆମ୍ବୁଲାନ୍ସ ଇଞ୍ଜିନ। ପ୍ରାୟ ଦୁଇ ଘଣ୍ଟା ଧରି ଆମ୍ବୁଲାନ୍ସଟି ଷ୍ଟାର୍ଟ ନହେବା ଯୋଗୁଁ ଠେଲି ଠେଲି ନୟାନ୍ତ ହୋଇଛନ୍ତି କର୍ମଚାରୀ। ସେପଟେ ଆମ୍ବୁଲାନ୍ସର ଯାନ୍ତ୍ରିକ ତ୍