This browser does not support the video element.
ରଣପୁର: ରାଜସୁନାଖଳା କୁ ଏନ୍ ଏ ସି ମାନ୍ୟତା ଦାବିରେ ଦ୍ବିତୀୟ ଦିନ ଆମରଣ ଅନଶନରେ ବସିଥିବା ସାମ୍ବାଦିକ:ଆର୍ତ୍ତତ୍ରାଣ ରଖିଲେ ପ୍ରତିକ୍ରିୟା
Ranapur, Nayagarh | Mar 20, 2024
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳାକୁ ଏନ୍ ଏ ସି ମାନ୍ୟତା ପ୍ରଦାନ ଦାବିରେ ଦ୍ଵିତୀୟ ଦିନରେ ଆମରଣ ଅନଶନ। ପ୍ରବଳ ବର୍ଷା ସତ୍ତ୍ବେ ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ ଆଜି ଦ୍ଵିତୀୟ ଦିନରେ ଆମରଣ ଅନଶନରେ ବସିଛନ୍ତି l ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ମଞ୍ଚ ପ୍ରସ୍ତୁତ କରି ଅହୋରାତ୍ର ଆମରଣ ଅନଶନରେ ବସିଛନ୍ତି ଆର୍ତତ୍ରାଣ l ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଏହି ଅନଶନ ଜାରି ରହିଛି lଏନେଇ ପ୍ରତିକ୍ରିୟା ରଖିଲେ ସାମ୍ବାଦିକ ତଥା ସମାଜସେବୀ ଆର୍ତ୍ତତ୍ରାଣ ପ୍ରଧାନ।