Download Now Banner

This browser does not support the video element.

ଅନୁଗୋଳ: ଗୋଳାଗାଡିଆ ନିକଟରେ ବସ ଧକ୍କାରେ ଗାଈ ମୃତ୍ୟୁ; ପରିସ୍ଥିତି ଉତ୍ତେଜନା

Anugul, Angul | Sep 29, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମ ନିକଟରେ ସୋମବାର ସନ୍ଧ୍ୟା ସାତଟା ବେଳେ ବସ୍ ଧକ୍କାରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି।ବସଟି ବାଗେଡିଆରୁ ଅନୁଗୋଳ ଯାଉଥିବା ବେଳେ ୬୩ ନମ୍ବର ଜାତୀୟ ରାଜପଥ ଗୋଳାଗାଡିଆ ନିକଟରେ ଗୋଟିଏ ଗାଈକୁ ଧକ୍କା ଦେଇଥିବା ବେଳେ ଗାଈର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପରିସ୍ଥିତି ଉତ୍ତେଜନା ସୃଷ୍ଟି କରିଥିବା ଜଣା ପଡ଼ିଛି।
Read More News
T & CPrivacy PolicyContact Us