Download Now Banner

This browser does not support the video element.

ପାଟଣାଗଡ: ରାସ୍ତାର ଖରାପ ଅବସ୍ଥାକୁ ନେଇ ବ୍ଲକ ଛକ ନିକଟରେ ଅଭିନବ ପ୍ରତିବାଦ କଲେ ସଚେତନ ନାଗରିକ

Patnagarh, Balangir | Aug 22, 2025
ପାଟଣାଗଡ଼ ମୁଖ୍ୟ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ସାମାନ୍ୟ ବର୍ଷା ହେଲେ ପାଣି ଜମି ରହୁଛି ।ଯାହା ଦ୍ଵାରା ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି ।ଏହାକୁ ନେଇ ଶୁକ୍ରବାର ମଧ୍ୟାହ୍ନରେ ସହରର ସଚେତନ ନାଗରିକ ରାସ୍ତା ଉପରେ ପଦମ ଫୁଲ ଜଗାଇ ପ୍ରଶାସନ ର ଦୃଷ୍ଟି କୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଚେତନ ନାଗରିକ
Read More News
T & CPrivacy PolicyContact Us