This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନାଞ୍ଚଳ ଅନ୍ତର୍ଗତ ଭତରା ସ୍ଥିତ ବେତ୍ରା ପଡା ଓ ହରିଜନ ପଡା ମଧ୍ୟରେ ଗଣେଶ ପୁଜା ବିସର୍ଜନ ଶେଭାଯାତ୍ରା ସମୟରେ ମାଡପିଟ
Sambalpur M, Sambalpur | Aug 31, 2025
ସମ୍ବଲପୁରର ଧନୁପାଲି ଥାନାଞ୍ଚଳ ଅନ୍ତର୍ଗତ ଭତରା ସ୍ଥିତ ବେତ୍ରା ପଡା ଓ ହରିଜନ ପଡା ମଧ୍ୟରେ ଗଣେଶ ପୁଜା ବିସର୍ଜନ ଶେଭାଯାତ୍ରା ସମୟରେ ମାଡପିଟ ହୋଇଥିଲା । ଆଜି ରାତ୍ରି ପ୍ରାୟ 9ଟା ସମୟରେ ଭତରା ସ୍ଥିତ ବେତ୍ରା ପଡା ଓ ହରିଜନ ପଡା ଠାରେ ଗଣେଶ ପୁଜା ହୋଇଥିବା ବେଳେ ମୂର୍ତ୍ତି ମାନଙ୍କର ବିସର୍ଜନ ଶୋଭାଯାତ୍ରା ଉଭୟ ପଡା ପକ୍ଷରୁ ଆୟୋଜିତ ହୋଇଥିଲା । ରାତ୍ର ପ୍ରାୟ ୯ଟା ସମୟରେ କୌଣସି କାରଣରୁ ଉଭୟ ପଡା ମଧ୍ୟରେ ବଚସା ସୃଷ୍ଟି ହେଲା ଏବଂ ଏହା ଗୋଷ୍ଠୀ ସଂଘର୍ଷ ରୂପ ନେଇଥିଲା । ଫଳରେ ଉଭୟ ଗୋଷ୍ଠୀର ୨ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଲାଗିଥିଲା l ତେବେ ଜଣଙ୍କୁ ମେଡିକାଲ ନେଇଥି