Download Now Banner

This browser does not support the video element.

ଜୟପୁର: ପଖନାଗୁଡା ରେ କୃଷକ  କଲ୍ୟାଣ ମଞ୍ଚ  କୋରାପୁଟ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଚାଷି ସମସ୍ୟା ଉପରେ ଦେଲେ ପ୍ରତିକ୍ରିୟା

Jeypore, Koraput | Sep 9, 2025
କୃଷକ  କଲ୍ୟାଣ ମଞ୍ଚ  କୋରାପୁଟର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ  ପଖନାଗୁଡା  ଠାରେ ଚାଷି ସମସ୍ୟା ଉପରେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ରାତ୍ର ୮ଟାରେ  ଚାଷିଙ୍କ ପଞ୍ଜିକରଣ ଅବଧି ବଢାଇବା ସହ ଧାନ ବିକ୍ରି କରିବାର ସୁଯୋଗ ଦେବାକୁ ଦାବି କରିଛନ୍ତି । ସେ କଣ କହୁଛନ୍ତି ଶୁଣନ୍ତୁ ।
Read More News
T & CPrivacy PolicyContact Us