Download Now Banner

This browser does not support the video element.

ଆସିକା: ବଳିଆପଲ୍ଲୀ ଗ୍ରାମରେ ଝିଅ ବଞ୍ଚି ଥାଉ ଥାଉ ବାପା ମା କଲେ ପ୍ରତୀକାତ୍ମକ ସବସତ୍କାର ଭିଡ଼ିଓ ଭାଇରାଲ

Asika, Ganjam | Sep 2, 2025
ଜନ୍ମକଲା ବାପା ମା ର ଦୁଃଖ ବୁଝିଲାନି ଝିଅ l ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ଅନ୍ୟ ଜାତିରେ ପ୍ରେମ ବିବାହ କଲା ଝିଅ l ଝିଅର ନିଷ୍ପତି କୁ ଗ୍ରହଣ ନକରି ଝିଅ ବଞ୍ଚି ଥାଉ ଥାଉ ପ୍ରତୀକାତ୍ମକ ଶବ ଦାହ କରି କୁଳ ପରିବାର କୁ ବାର ପାତ୍ର ଭୋଜି ଦେଇ ଶୁଦ୍ଧି ହେଲେ ପରିବାର l ଏହି ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ବଳିଆପଲି ଗ୍ରାମ ରେ l ଗ୍ରାମ ର ନିରଜଂନ ଗୌଡଙ୍କ ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବା କାରଣରୁ ଝିଅ ବଞ୍ଚି ଥାଉଥାଉ ଶୁଦ୍ଧି କ୍ରିଆ ହୋଇଗଲେ ।
Read More News
T & CPrivacy PolicyContact Us