Download Now Banner

This browser does not support the video element.

ଓରିଏଣ୍ଟ: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବିଜପାଲି ରେ ଅନୁଷ୍ଠିତ ହେଲା ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l

Orient, Jharsuguda | Aug 31, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବିଜପାଲି ରେ ଅନୁଷ୍ଠିତ ହେଲା ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l ଆଜି ରବିବାର ସକାଳ ୮ ଟା ରୁ ଅପରାହ୍ନ ୪ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ର ୨୬୧ ଟି ବିଦ୍ୟାଳୟ ରୁ ୬୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ l
Read More News
T & CPrivacy PolicyContact Us