This browser does not support the video element.
ସୋରଡା: ସୋରଡ଼ା ସହର ରେ ମା କନ୍ଧୁଣି ଦେବୀ ଙ୍କଐତିହାସିକ ଯାତ୍ରା କଣ୍ଟାପୀଡ଼ା ଯାତ୍ରା ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି
Surada, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ମୁଖ୍ୟ ରାସ୍ତାରେ ଥିବା ମା କନ୍ଧୁଣି ଦେବୀ ଙ୍କ ଐତିହାସିକ କଣ୍ଟାପୀଡ଼ା ଯାତ୍ରା ଆରମ୍ଭ ହୋଇଛି. ଏହି ଯାତ୍ରା ରେ ଦୈନ ଦିନ ହଜାର ହଜାର ଭକ୍ତ ଙ୍କ ସମାଗମ ଆସୁଥିବା ବେଳେ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ପୂଜା କମିଟି ସଦସ୍ୟ ଙ୍କ ସହାୟତା ରେ ଶାନ୍ତି ଶୃଙ୍ଖଳା ରେ ମା ଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି. ଏହି ଯାତ୍ରା ଦୀର୍ଘ ଏକ ମାସ ଧରି ଅନୁଷ୍ଠିତ ହେବ.