Download Now Banner

This browser does not support the video element.

ମୋହନା: ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ହାଟପଦା ଛକ ରେ ଦୁଇ ବାଇକ ଦୁର୍ଘଟଣା, ଦୁର୍ଘଟଣା ରେ ତିନି ଯୁବକ ଆହାତ, ମୋହନା ମେଡିକାଲ ରେ ଭର୍ତ୍ତି।

Mohana, Gajapati | Sep 20, 2025
ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ହାଟପଦା ଛକ ରେ ଦୁଇ ବାଇକ ଦୁର୍ଘଟଣା, ଦୁର୍ଘଟଣା ରେ ତିନି ଯୁବକ ଆହାତ, ମୋହନା ମେଡିକାଲ ରେ ଭର୍ତ୍ତି। ଆଜି ଅପରାହ୍ନ ପାଞ୍ଚଟା ସମୟରେ ଲଣ୍ଡାଗୁଡା ଗ୍ରାମର ଦୁଇ ଭାଇ ସୁଶାନ୍ତ ଉଠାଣସିଂ ଓ ଧର୍ମେନ୍ଦ୍ର ଉଠାଣସିଂ କୁଟୁଣୀଗଣ୍ଡା ଗ୍ରାମକୁ ବାଇକ ଯୋଗେ ଯିବା ବେଳେ ପଛରୁ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା।ଯାହା ଫଳରେ ସେଠାରେ ହିଁ ଦୁଇ ବାଇକ ରେ ଥିବା ଯୁବକ ଓଲଟି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ
Read More News
T & CPrivacy PolicyContact Us