This browser does not support the video element.
ଜି ଉଦୟଗିରି: ବିଶିପଡା ମୌଜାର ସଂରକ୍ଷିତ ସରକାରୀ ଜମିକୁ ଜବର ଦଖଲ ଉଛେଦ କଲେ ରାଜସ୍ବ ନିରୀକ୍ଷକ
G Udayagiri, Kandhamal | Aug 23, 2024
କନ୍ଧମାଳ ଜିଲ୍ଲାରେ ବର୍ତମାନ ବହୁ ମୂଲ୍ୟବାନ ସରକାରୀ ଜମିକୁ କିଛି ଦଲାଲ ମନଇଚ୍ଛା ଶାଗମାଛ ଦରରେ ବେଆଇନ ଭାବେ ବିକ୍ରି କରି ନିଜର ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ଥିବା ବେଳେ ରାଜସ୍ବ ବିଭାଗ ନିରବଦ୍ରଷ୍ଟା ସାଜି ଆଖି ବନ୍ଦ କରି ରହୁଛି । ବିଶେଷ ଘଟଣା ହେଲା ଫୁଲବାଣୀ ତହସିଲ ଅଧୀନରେ ଥିବା ବିଶିପଡା ରାଜସ୍ବ ବିଭାଗ ଅଂଚଳର ବିଶିପଡା ମୌଜା ଖାତା ନଂ ୩୭୫ ପ୍ଲଟ ନଂ ୫୧ ସରକାର ଓ ସର୍ବସାଧାରଣଙ୍କ ନିମନ୍ତେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ସ୍ଥାପନ, ଧର୍ମମଣ୍ଡପ ଭଳି ସାମୁହିକ ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ ଥିବା ବହୁ ମୂଲ୍ୟବାନ ଜମି କିଛି ଦଲାଲ ଜବରଦଖଲ କରି ବେଆଇନ ନିଶା କାରବାର...