This browser does not support the video element.
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବନ ବିଭାଗର ଚଢ଼ାଉ, କେନ୍ଦୁ ଗଣ୍ଡି ଜବତ
Kantabanji, Balangir | Aug 23, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସେକ୍ସନ ଅଞ୍ଚଳରେ ବ ପେଟ୍ରୋଲିଂ କରୁଥିବା ସମୟରେ, ସେମଲା ରୁ ମହୁଲବାହାଲି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା କଡରେ ବେଆଇନ ଭାବେ ଚୋରା ଚାଲାଣ ଉଦ୍ଦେଶ୍ୟରେ ଲୁଚାଇ ରଖା ଯାଇଥିବା କୈାଣସି ସୂତ୍ରରୁ କଣ୍ଟାବାଞ୍ଜି ବନ ବିଭାଗ ଖବର ପାଇଁ ବନପାଳ ଘନଶ୍ୟାମ ପସାୟତ ଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିବା ବେଳେ ୩୬ ଟି କେନ୍ଦୁ କାଠ ଗଣ୍ଡି ଜବତ ହୋଇଛି ମାଫିଆ ଫେରାର ମାରିଥିବା ଜଣାପଡ଼ିଛି।