Download Now Banner

This browser does not support the video element.

ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମର ବିଜେପି କର୍ମୀଙ୍କ ହୃଦଘାତରେ ମୃତ୍ୟୁ ଘଟଣା, ମୂତକ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ

Satyabadi, Puri | Sep 6, 2025
ଗତକାଲି ରାତି 11ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଖଣ୍ଡହତା ଗ୍ରାମର ବରିଷ୍ଠ ବିଜେପି କର୍ମୀ ସୁରେନ୍ଦ୍ର ସାହୁଙ୍କ ହୃଦଘାତ ରେ ମୃତ୍ୟୁ ହୋଇଥିଲା। ଆଜି ପୂର୍ବାହ୍ନ 11ଟାରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ମୃତକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
Read More News
T & CPrivacy PolicyContact Us