Download Now Banner

This browser does not support the video element.

ପୋଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ସୁପୁଲୁର ଗ୍ରାମରେ ୧୦୦ ବର୍ଷର ପୁରୁଣା ତେନ୍ତୁଳିଗଛ କାଟି ସଫା କଲା ଅଗ୍ନିଶମ ବିଭାଗ

Podia, Malkangiri | Aug 31, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ସୁପୁଲୁର ଗ୍ରାମରେ ଦୀର୍ଘ ଦିନ ଧରି ଅଲୋଡା ଭାବେ ପଡ଼ି ରହିଥିବା ଶହେ ବର୍ଷର ପୁରୁଣା ତେନ୍ତୁଳିଗଛ କାଟି ସଫା କଲା ଅଗ୍ନିଶମ ବିଭାଗ। ଏହାପରେ ଯାତାୟତ ସୁଗମ ହୋଇ ପାରିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Read More News
T & CPrivacy PolicyContact Us