Install App
dhenkanalknagar
This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର କଳାମାଟି ସାହିରେ ଜନନୀ ଯନ୍ତ୍ରଣା ବିଳମ୍ବିତ ରାତିରେ ଖଟିଆରେ ବୋହି ନଦୀପାରି ପରେ ମେଡ଼ିକାଲ ଆସିଲେ ଗର୍ଭବତୀ
Kamakshyanagar, Dhenkanal | Sep 26, 2025
କାମାକ୍ଷାନଗର କଳାମାଟି ସାହିରେ ଜନନୀ ଯନ୍ତ୍ରଣା ବିଳମ୍ବିତ ରାତିରେ ଖଟିଆରେ ବୋହି ନଦୀପାରି ପରେ ମେଡ଼ିକାଲ ଆସିଲେ ଗର୍ଭବତୀ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କଳାମାଟି ସାହିର ଗର୍ଭବତୀ କର୍ମୀ ମୁର୍ମୁଙ୍କୁ ଗାଁରୁ ଖଟିଆରେ ବୋହି ଆଣିବା ପରେ ରାମିଆଳ ନଦୀ ପାରିକଲେ ପରେ କାମାକ୍ଷାନଗର ମେଡ଼ିକାଲ ଓ ପରେପରେ ଢେଙ୍କାନାଳ ମେଡ଼ିକାଲକୁ ନେଲେ ଆମ୍ବୁଲାନ୍ସ ସାହାଯ୍ୟରେ ଶୁକ୍ରବାର ।ସେଠାରେ ଚିକିତ୍ସା ଜାରି ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!