Download Now Banner

This browser does not support the video element.

ପିପିଲି: ଅଡଙ୍ଗପଡାରେ ଗାଈ ବନ୍ଧାକୁ ଘଟଣାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ଅଭଦ୍ର ବ୍ୟବହାର କଲା ପଡୋଶୀ ଦିଅର, ଥାନାରେ ମାମଲା ରୁଜ୍ଜୁ

Pipili, Puri | Mar 19, 2024
ବୁଧବାର ଦିନ ୨ ଘଟିକା ସମୟରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଅଡ଼ଙ୍ଗପଡା ଅଞ୍ଚଳର ଜନୈକା ମହିଳା ଘରେ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି, ଜାଗାରେ ଗାଈ ନବାନ୍ଧିବାକୁ କହି ବଚସା ହେବାରୁ ହଠାତ୍ ମହିଳାଙ୍କ ପଡୋଶୀ ଦିଅର ଆସି ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଘଟଣାରେ ଏକ ଲିଖିତ ଏତଲା ଦେଇଥିଲେ ଜନୈକା ମହିଳା । ଏହି ଏତଲାକୁ ଭିତ୍ତି କରି ପିପିଲି ଥାନାରେ ୧୨୯/୨୪ରେ ମାମଲା ରୁଜ୍ଜୁ କରାଯାଇଥିବାବେଳେ ସୋମବାର ସନ୍ଧ୍ୟା ୬ଘଟିକାରେ ପିପିଲି ଥାନା ପକ୍ଷରୁ ସୂଚନା ହସ୍ତଗତ ହୋଇଛି।
Read More News
T & CPrivacy PolicyContact Us