Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: କେହି ଶୁଣିଲେନି,ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଗ୍ରାମବାସୀ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମପଞ୍ଚାୟତରେ

Bhadrak Rural, Bhadrak | Sep 7, 2025
କେହି ଶୁଣିଲେନି, ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଗ୍ରାମବାସୀ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମପଞ୍ଚାୟତରେ | ଗୁଆମାଳ ଗ୍ରାମପଞ୍ଚାୟତର ଗଣେଶ୍ୱରପୁର ଗ୍ରାମର ଗ୍ରାମବାସୀ ନିଜେ ଚାନ୍ଦା କରି ଖରାପ ରାସ୍ତାକୁ ମରାମତି କଲେ | ଏହି ଗ୍ରାମ ଦେଇ ବିଗ୍ରେଡ ସୈନିକ ସ୍କୁଲ,ସଙ୍ଗୀତ ମହାବିଦ୍ୟାଳୟ ,ପ୍ରାଇମେରୀ ସ୍କୁଲର ପିଲା ମାନେ ଏବଂ ଗଣେଶ୍ୱରପୁର ଗ୍ରାମ ବାସୀ ପ୍ରତ୍ୟେକ ଦିନ ଯିବା ଆସିବା କରନ୍ତି | ତେବେ ଖରାପ ରାସ୍ତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ। ଏନେଇ ଆଜି ରାସ୍ତା ମରାମତି କରିଛନ୍ତି ଲୋକେ।
Read More News
T & CPrivacy PolicyContact Us