This browser does not support the video element.
ପାରାଦୀପ: କୁଜଙ୍ଗ ବଜାର ନିକଟରୁ ଗିରଫ ଦୁଇ ମଦ ବେପାରୀଙ୍କୁ କୋର୍ଟ ଚାଲାଣ କଲା ପାରାଦୀପ ଅବକାରୀ ବିଭାଗ
Paradip, Jagatsinghpur | Apr 19, 2024
କୁଜଙ୍ଗ ବଜାର ନିକଟରୁ ଗିରଫ ଦୁଇ ମଦ ବେପାରୀଙ୍କୁ ପାରାଦୀପ ଅବକାରୀ ବିଭାଗ ଶୁକ୍ରବାର କୋର୍ଟ ଚାଲାଣ କରିଛି ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଜଣେ ପୁରୁଷ ବ୍ୟବସାୟୀ ଅଛନ୍ତି। ଉଭୟ କୁଜଙ୍ଗ ଅଞ୍ଚଳର ବୋଲି ଅବକାରୀ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ୮ ଲିଟର ବିଦେଶୀ ମଦ ଜବତ ହୋଇଛି।