Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ ସହରର ରଙ୍ଗାଢ଼ିପା ଓ ରିଜେଣ୍ଟ ମାର୍କେଟ ଦୁର୍ଗା ପୂଜା ମଣ୍ଡପରେ ମା ଦୁର୍ଗା ଦେବୀଙ୍କ ମହାଷ୍ଟମୀ ନିଷ୍ଠାର ସହ ପାଳିତ

Sundargarh Town, Sundargarh | Sep 30, 2025
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ମା ଦୁର୍ଗାଦେବୀଙ୍କ ମହାଷ୍ଟମୀ ପୂଜା। ଆଜି ଏହି ଅବସରରେ ରଙ୍ଗା ଢିପା ଓ ରିଜେଣ୍ଟ ମାର୍କେଟ ଦୁର୍ଗା ମଣ୍ଡପରେ ନିଷ୍ଠା ଓ ଭକ୍ତିର ସହ ମାଙ୍କ ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇଛି। ମାଙ୍କ ନୀତି ପୂଜା, ଚଣ୍ଡୀ ପାଠ, ହୋମ, ଆଳତୀ ଓ ପୁଷ୍ପାଞ୍ଜଳି ସହ ମାଙ୍କ ପୂଜା ସରିଛି।
Read More News
T & CPrivacy PolicyContact Us