This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ
Nabarangapur PS, Nabarangpur | Sep 6, 2025
ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ୱାନ ଷ୍ଟପ ସେଣ୍ଟରରେ ରହୁଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ସୁବିଧା ବିଷୟରେ ପଚାରି ବୁଝିବା ସହ ସମସ୍ତ କାର୍ଯ୍ୟ ଗୁଡିକର ତଦାରଖ କରିଥିଲେ ।