Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ଉପରେ ବୈତରଣୀ କିନ୍ତୁ କମୁଛି ଜଳସ୍ତର

Bhadrak Rural, Bhadrak | Aug 24, 2025
ଭଦ୍ରକ ଜିଲ୍ଲା ରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ, କିନ୍ତୁ ଗତକାଲି ରାତି ରୁ ଜଳସ୍ତର ହ୍ରାସ ପାଉଛି,ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ 18.33 ମିଟର ଥିବା ବେଳେ ସଖାଳ 9 ସୁଦ୍ଧା 18. 51 ମିଟର ରେ ଜଳ ପ୍ରବାହିତ ହେଉଛି,କେନ୍ଦୁଝର ଓ ଆନନ୍ଦପୁର ଅଞ୍ଚଳ ରେ ପ୍ରବଳ ବର୍ଷା ପାଇଁ ପୁଣି ବୈତରଣୀ ନଦୀ ଫୁଲିଚି, ତେବେ ଗତକାଲି ରାତିରୁ ଧୀରେ ଧୀରେ ଜଳ ସ୍ଥର ହ୍ରାସ ହେଉଛି, ଜିଲ୍ଲା ରେ ରାତି ରେ ବର୍ଷା ହେଉଥିବା ବେଳେ ସଖାଳ ବେଳୁ ବର୍ଷା ର ପରିମାଣ କମିଛି,ଏହି ଖବର ଆଜି ଦିନ 9 ଘଟିକା ରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us