This browser does not support the video element.
ଝରିଗାଁ: ଡିପୁଭଟା ଗାଁରେ ନୂତନ ଟ୍ରାନ୍ସଫରମର ର ଶୁଭଉଦଘାଟନ କଲେ ଝରୀଗାଁ ବିଧାୟକ
Jharigan, Nabarangpur | Aug 6, 2025
ଡିପୁଭଟା ଗାଁରେ ନୂତନ ଟ୍ରାନ୍ସଫରମର ର ଶୁଭଉଦଘାଟନ କଲେ ଝରୀଗାଁ ବିଧାୟକ ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର୍ ପଞ୍ଚାୟତ ଡିପୁଭଟ୍ଟା ଗାଁର ଗ୍ରାମବାସୀ ଆଲୁଅ ଦେଖିନଥିଲେ, ହେଲେ ଆଜି ତାଙ୍କର ସ୍ବପ୍ନ ପୁରାହେଇଛି, ଆଲୁଅ ଦେଖିଲେ ଗ୍ରାମବାସୀ ବୁଧବାର ଝରୀଗାଁ ବିଧାୟକ ଶ୍ରୀ ନରସିଂହ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଓ ଦଳୀୟ କାର୍ଯ୍ୟକ୍ରତାଙ୍କ ସହ ମିଶି TPSDOL ଟ୍ରାନ୍ସଫର୍ମା ଶୁଭ ଉଦ୍ଧଘାଟନ କରିଥିଲେ, ଆଲୁଅ ଦେଖି ବିଧାୟକ ଙ୍କୁ ଧନ୍ୟବାଦ ଜଣେଇଥିଲେ ଗ୍ରାମବାସୀ