This browser does not support the video element.
ଜି ଉଦୟଗିରି: ଦଶଘରିଆ ସାହିରେ ୩୫ ବର୍ଷ ବିତିଯାଇଥିଲେ ସୁଦ୍ଧା ରାସ୍ତାଟିଏ ହୋଇନଥିବା ଅଭିଯୋଗ
G Udayagiri, Kandhamal | Aug 24, 2024
କନ୍ଧମାଳ ଜିଲ୍ଲା ଦଶଘରିଆ ସାହିରେ ଦିର୍ଘ ୩୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପ୍ରୋର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇ ପାରିଲା ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଛତିଝାର ଗ୍ରାମର ତିନି ନମ୍ବର ୱାର୍ଡର ଦଶ ଘରିଆ ସାହିରରେ । ୧୯୮୨ ମସିହା ରେ ସରକାରଙ୍କ ଆଦେଶ କ୍ରମେ ଅତି ନିରିହ, ଦିନ ମଜୁରିଆ, ଗରିବ ଖଟିଖିଆ, ବାସହରା ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକ ମାନଙ୍କ ପାଇଁ ୧୦ ଗୋଟି ପରିବାର ଙ୍କୁ ୧୬ ଆର୍ ଜାଗାରେ ଇନ୍ଦିରା ଆବାସ ଗୃହ ଛ ହଜାର ଟଙ୍କା ଅଟକଳ ମୁଲ୍ୟରେ ଗୃହ ଯୋଗଦେଇ ଦିଆ ଯାଇଥିଲା।