Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ପୌର ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

Koraput Town, Koraput | Aug 31, 2025
କୋରାପୁଟ ପୌର ପରିଷଦ ପରିସରରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କୋରାପୁଟ ଉପାଧ୍ୟକ୍ଷା ସବିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।  ଆଜି ଦିନ ୧୧ ଘଣ୍ଟା ସମୟରେ କୋରାପୁଟ ପୌର ପରିଷଦର ସମସ୍ତ କାଉନସିଲର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉପାଧ୍ୟକ୍ଷା ସହ ସମସ୍ତ କାଉନସିଲର ମାନେ କୋରାପୁଟ ସହରରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। କୋରାପୁଟ ଦୃଷ୍ଟି ବାଧିତା ବିଦ୍ୟାଳୟରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କଲେ।
Read More News
T & CPrivacy PolicyContact Us