Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଗଣେଷ ପୂଜା ଉପଲକ୍ଷେ ସିଦ୍ଧି ବିନାୟକ ମନ୍ଦିର ରେ ଦର୍ଶନ କଲେ ମନ୍ତ୍ରୀ ଏବଂ ବିଧାୟକ

Nabarangapur PS, Nabarangpur | Aug 27, 2025
ଗଣେଷ ପୂଜା ଉପଲକ୍ଷେ ସିଦ୍ଧି ବିନାୟକ ମନ୍ଦିର ରେ ଦର୍ଶନ କଲେ ମନ୍ତ୍ରୀ ଏବଂ ବିଧାୟକ ରାଜୁ ସାହି ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ରେ ଆୟୋଜିତ ଗଣେଷ ପୂଜାରେ ଯୋଗଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ଵିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ଉଭୟ ଜନ ପ୍ରତିନିଧି ଅଗ୍ରପୂଜ୍ୟ ଙ୍କ ଦର୍ଶନ କରି ଜିଲ୍ଲା ବାସୀଙ୍କ ମଙ୍ଗଳ କାମନା କରି, ପୂଜାର୍ଚନା କରିଥିଲେ, ଏବଂ ମନ୍ଦିର କମିଟି ସହ ମନ୍ଦିର ର ଉନ୍ନତି କରଣ ପାଇଁ ଆଲୋଚନା କରିଥିଲେ
Read More News
T & CPrivacy PolicyContact Us