Download Now Banner

This browser does not support the video element.

ଯାଜପୁର: ରାଜ୍ୟରେ ତୃତୀୟ ସାମୁଖ୍ୟ ଦଳ ଗଠନ ସମ୍ଭାବନାକୁ ନେଇ ଧର୍ମଶାଳାରେ ପତିକ୍ରିୟା ଦେଲେ ରାଜ୍ୟ ବିଜେପି ସଭାପତି

Jajapur, Jajpur | Sep 10, 2025
ରାଜ୍ୟରେ ତୃତୀୟ ସାମୁଖ୍ୟ ଦଳ ଗଠନ ସମ୍ଭାବନାକୁ ନେଇ ଧର୍ମଶାଳାରେ ପତିକ୍ରିୟା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଆଜି ବରିଷ୍ଠ ବିଜେଡି ନେତା ଅମର ଶତପଥି ରାଜ୍ୟରେ ତୃତୀୟ ସାମୁଖ୍ୟ ଦଳ ଗଠନକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ଏହି ଘଟଣାକୁ ନେଇ ସମୟକୁ ଅପେକ୍ଷା କରିବା କୁ ଗଣମାଧ୍ୟମ ଆଗରେ ପତିକ୍ରିୟା ରେ କହିଥିଲେ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ l
Read More News
T & CPrivacy PolicyContact Us