Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: MSCB ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ସମସ୍ୟା ନେଇ ଅସନ୍ତୋଷ; ଫାଟକରେ ତାଲା ପକାଇ ବିକ୍ଷୋଭ କଲେ ଛାତ୍ରୀ #jansamasya

Baripada M, Mayurbhanj | Sep 4, 2025
ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଥମିବାର ନାଁ ନେଉନି। ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ଆଜି ଅର୍ଥାତ ଗୁରୁବାର ଦିନ ପ୍ରାୟ ୧୧ଟାରେ ଛାତ୍ରୀ ହଷ୍ଟେଲରେ ବିଭିନ୍ନ ସମସ୍ୟା ନେଇ ଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। ଗୁରୁବାର ସକାଳୁ ବର୍ଷାରେ ଭିଜି ଭିଜି ବିଶ୍ୱବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Read More News
T & CPrivacy PolicyContact Us