Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ଅଗ୍ନିଶମ ପ୍ରତିଷ୍ଠାନ ରେ ଅଗ୍ନୀଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ
Bhubaneswar M Corp, Khordha | Aug 23, 2025
ଅଗ୍ନୀଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ। ଅଗ୍ନିଶମ ବିଭାଗ ପକ୍ଷରୁ 911 ଅଗ୍ନି୍ଯୋଧ୍ୟା ପଦବି ପୂରଣ ହୋଇଛି। ଗତ 9 ମାସ ହେବ ଏହି 911 ଅଗ୍ନିଯୋଧ୍ୟା ପ୍ରଶିକ୍ଷଣ ନେଉଥିଲେ। ଆଜି ପ୍ରଶିକ୍ଷଣ ସମାପ୍ତ ହେବାପରେ ଦୀକ୍ଷାନ୍ତ ଉତ୍ସବରେ ଶପଥ ନେଇ ନିଜ କାର୍ଯ୍ୟରେ ଯୋଗ ଦେବେ ଅଗ୍ନିଯୋଧ୍ୟା । ରାଜ୍ୟ ସରକାର ଅଗ୍ନିଶମ ବିଭାଗକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଭାଗରେ ଖାଲି ଥିବା ଆଉ 300 ପଦବୀ ଆସନ୍ତା ଡ଼ିସେମ୍ବର ମାସ ସୁଦ୍ଧା ପୂରଣ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ତର୍ଜାତୀୟ ସ୍ତରରେ ଓଡିଶା ଅଗ୍ନି୍ଯୋଧ୍ଙ୍କା ପାଇଁ ସୁନାମ ଅର୍ଜନ କରିପାରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!