This browser does not support the video element.
ବୌଦ୍ଧ ସଦର: ପୁରୁଣା କଟକ ଥାନାରୁ ଜାମିନରେ ଆସିଲେ ଏନଏସି ଦାବିରେ ଆନ୍ଦୋଳନ କରିଥିବା ବିଜେଡି ନେତା
Baudh Sadar, Boudh (Bauda) | Aug 22, 2025
ଶୁକ୍ରବାର ରାତିରେ ପୁରୁଣା କଟକ ଏନଏସି ଦାବିରେ ଆନ୍ଦୋଳନ କରିଥିବା କିଛି ବିଜେଡି ନେତା ଭାରତୀୟ ନାଗରିକ ସୁରକ୍ଷା ସଂହିତାର 35 ଧାରାରେ ପୁରୁଣା କଟକ ଥାନାରୁ ଜାମିନରେ ଆସିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ପୁରୁଣା କଟକ ଏନଏସି ଦାବିରେ ବିଜେଡି ପକ୍ଷରୁ ପୁରୁଣା କଟକରେ ଗତ ତା 3.5.25 ରିଖରେ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରା ଯାଇଥିଲା l ଏ ସମ୍ପର୍କରେ ବିଜେପି ମଣ୍ଡଳ ସଭାପତି ଥାନାରେ ଅଭିଯୋଗ କରିଥିଲେ ଓ ବିଏନଏସ 192 ଧାରାରେ ଏକ ମାମଲା ରୁଜୁ ହୋଇଛି |