Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ମାରକାବେଡା ଜଙ୍ଗଲରେ ଜଣେ ମାଓବାଦୀକୁ ଗିରଫ ସହ ଅସ୍ତ୍ରଶସ୍ତ୍ର ଜବତ କଲେ ଯବାନ

Malkangiri, Malkangiri | Aug 24, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ମାରକାବେଡା ଜଂଗଲରେ ଆଇଟିବିପି ଓ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ଯବାନ ଜଂଗଲକୁ ଘେରି ସେହି ବ୍ୟକ୍ତିକୁ କାବୁ କରି ପଚରାଉଚରା କରିଥିଲେ। ଯବାନଙ୍କ ନିକଟରେ ବ୍ୟକ୍ତି ଜଣକ ଜେନ ମାଓବାଦୀ ବୋଲି ସ୍ଵୀକାର କରିଥିବା ବେଳେ ନିଜ ନାମ ମଡ୍ଡା କୁହଡ଼ାମ ବୋଲି ପ୍ରକାଶ କରିଥିଲା। ତୁରନ୍ତ ଯବାନ ମାନେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
Read More News
T & CPrivacy PolicyContact Us